ଚଣ୍ଡୀଖୋଲ ପେଟ୍ରୋଲିୟମ ରିଜର୍ଭ ପ୍ରକଳ୍ପ: ଜାଜପୁରରେ 8,743 କୋଟି ଟଙ୍କାର ଭୂଗର୍ଭ ତେଲ ସଂରକ୍ଷଣ କାମ ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ
ଜାଜପୁରର ଚଣ୍ଡୀଖୋଲରେ 4 MMT କ୍ଷମତାର ଭୂଗର୍ଭ କ୍ରୁଡ଼ ଅଏଲ୍ ସଂରକ୍ଷଣ ପ୍ରକଳ୍ପର ଅଗ୍ରଗତି ନେଇ ନୂଆଦିଲ୍ଲୀରେ ISPRL ଅଧିକାରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ।

